ଶିଂଗି Ṡiṁgi

  • ଦେ. ବି (ସଂ. ଶୃଙ୍ଗୀ) — ଅଶକଳୀ ଶୃଙ୍ଗଯୁକ୍ତ କ୍ଷୁଦ୍ର ମତ୍ସ୍ୟ — A sort of small scaleless fish; Saccobranchus Fossilis
  • ଦେ. ବି (ସଂ. ଶୃଙ୍ଗୀ) — [ଦ୍ର— ଏ ମାଛ ପଙ୍କ ପାଣିରେ ରହନ୍ତି; ବର୍ଣ୍ଣ ପାଣ୍ଡୁର। ଏମାନଙ୍କ କାନ୍ଧ ଉପରେ ଗୋଟିଏ ଓ ଗାଲିସି ତଳେ 2 ଟି କଣ୍ଟା ଥାଏ। ଏମାନଙ୍କ ଶିଂଘ ମନୁଷ୍ୟ ଦେହରେ ବିଦ୍ଧ ହେଲେ ଯନ୍ତ୍ରଣାପ୍ରଦ ହୁଏ।] — [ଦ୍ର— ଏ ମାଛ ପଙ୍କ ପାଣିରେ ରହନ୍ତି; ବର୍ଣ୍ଣ ପାଣ୍ଡୁର ଏମାନଙ୍କ କାନ୍ଧ ଉପରେ ଗୋଟିଏ ଓ ଗାଲିସି ତଳେ2ଟି କଣ୍ଟା ଥାଏ ଏମାନଙ୍କ ଶିଂଘ ମନୁଷ୍ୟ ଦେହରେ ବିଦ୍ଧ ହେଲେ ଯନ୍ତ୍ରଣାପ୍ରଦ ହୁଏ]