ଶିଂଗାରିବା Ṡiṁgā ribā
- ଦେ.କ୍ରି (ସଂ. ସିଂହ=ସିଂହ ପରି ଦୁର୍ବୃତ୍ତ କରିବା ଅର୍ଥରୁ) — ମନ୍ତ୍ର ଯନ୍ତ୍ରାଦି ପ୍ରୟୋଗପୂର୍ବକ ଦୁଗ୍ଧବତୀ ଗାଭୀକୁ ଦୁଷ୍ଟା କରାଇବା — To cause a quiet milch-cow to become vicious by employing charms
- ଦେ.କ୍ରି (ସଂ. ସିଂହ=ସିଂହ ପରି ଦୁର୍ବୃତ୍ତ କରିବା ଅର୍ଥରୁ) — [ଦ୍ର—ଗାଈକୁ ଶିଂଘାରିଲେ ସେ ଗାଈ ଦୁଧ ଦୁହାଇଁ ଦିଏ ନାହିଁ ଓ ଦୁଧ ଦୁହିଁଲା ବେଳେ ନାତ ମାରେ ଓ ଅଥୟ ହୁଏ ଓ ଡିଏଁ
- ଦେ.କ୍ରି (ସଂ. ସିଂହ=ସିଂହ ପରି ଦୁର୍ବୃତ୍ତ କରିବା ଅର୍ଥରୁ) — ମନ୍ତ୍ରମୁଗ୍ଧ ଜୀବକୁ ମନ୍ତ୍ର ପ୍ରଭାବରୁ ମୁକ୍ତ କରି ନିଜର ପରାକ୍ରମ ଦେଖାଇବାକୁ ଉତ୍ତେଜିତ କରିବା — To excite an animal to fury after freeing it from an enchantment