ଶିଂଗିମାଇଲା ପରି ମୁହଁ କରିବା Ṡiṁgi māilā pari muhañ karibā

  • ଦେ.କ୍ରି — ଯନ୍ତ୍ରଣା ଯୋଗୁଁ ମୁଖକୁ ବିକୃତ କରିବା — To frown in agony (as if stung by a Singhi fish)
  • ଦେ.କ୍ରି — ମୁଖରେ ବିରକ୍ତିଭାବ ପ୍ରକାଶ କରିବା, ଭ୍ରୂକୁଟି କରିବା; ରଗରଗ ହେବା — To frown; to scowl