ଶିଂଗା ଫୁଙ୍କିବା Ṡiṁgāphuṅkibā
- ଦେ.କ୍ରି (ମୃତ୍ୟୁକାଳ ପୂର୍ବେ ହରିଧ୍ୱନି ସହିତ ଶିଂଗା ବଜା ହେଉଥିବାରୁ) — ମୃତ ହେବା; ମରିବା — To die
- ଦେ.କ୍ରି (ମୃତ୍ୟୁକାଳ ପୂର୍ବେ ହରିଧ୍ୱନି ସହିତ ଶିଂଗା ବଜା ହେଉଥିବାରୁ) — କୌଣସି କାର୍ଯ୍ୟର ଫଳ ଅନ୍ଯ ଲୋକ ଭୋଗ କରିବା ଅବସ୍ଥାରେ ଫଳ ପାଇବା ଆଶାରେ ଆଶାନ୍ୱିତ (ବ୍ଯକ୍ତି) ନିଷ୍ଫଳ ହେବା — Not to attain one's hoped for gain; not to get what one wanted
- ଦେ.କ୍ରି (ମୃତ୍ୟୁକାଳ ପୂର୍ବେ ହରିଧ୍ୱନି ସହିତ ଶିଂଗା ବଜା ହେଉଥିବାରୁ) — ଶିଂଗାକୁ ମୁଖଦ୍ୱାରା ବଜାଇବା — To blow the horn