ଶାଢ଼ୀ ଦେବା Ṡāṟḍ̠ẖī debā
- ଦେ. କ୍ରି — (ରାଜା) ସମ୍ମାନିତ ବ୍ଯକ୍ତିକୁ ସମ୍ମାନସୂଚକ ଉପାଧି ସହିତ ଶାଢ଼ୀ ଉପହାର ଦେବା — To present a cloth (i.e. tie it round his head) to a person honoured with a title
- ଦେ. କ୍ରି — [ଉ— ମହାଦରେ ପୃଥୁ ତହୁଁ ବାନ୍ଧିଦେଲେ ଶାଢ଼ୀ, ତାଙ୍କ ଶିରୋ— ଦେଶେ ଅଶ୍ୱ ପୃଷ୍ଠୁ ଅବତରି। ରାଧାନାଥ—ମହାଯାତ୍ରା]
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ସମ୍ମାନ ଦେବା — (Figurative) To honour a person