ଶାହି ଶାହି Ṡāhi Ṡāhi

  • ଦେ. ଅ — ଏକ ଶାହିରୁ ଅନ୍ଯ ଶାହିକୁ; ପ୍ରତି ଶାହିରେ — From one part of the town or village to another
  • ଦେ. ଅ — [ଉ—ଶାହି ଶାହି ହୋଇ ବୁଲଇ ଗୋରସ, ମଦ ବିକାଯାଏ ବସି—ଢଗ]