ଶାହି ପଡୋଶ Ṡāhi paṟḍ̠oṡa

  • ଦେ. ବି—(ସମାନାର୍ଥ ସହଚର) — ପଡ଼ୋସୀ— ମାନେ — Neighbours
  • ଦେ. ବି—(ସମାନାର୍ଥ ସହଚର) — [ଉ—ହାତେ ଲମ୍ବରେ କାଢ଼ିବ ଶିଶା, ଦେଖି ମରୁଥିବେ ଶାହି ପଡ଼ିଶା। କୃଷି ବଚନ।]