ଶାସ୍ତ୍ରୋପଦେଶ Ṡāstropadeṡa

  • ସଂ. ବି — (ମ. ପ. ଲୋ) ଶାସ୍ତ୍ର ନିର୍ଦ୍ଦିଷ୍ଟ ଉପଦେଶ ବା ନିୟମ — Precepts or rules enjoined by the sacred book
  • ସଂ. ବି — ( 7 ମୀ ତତ୍) ଶାସ୍ତ୍ର ସମ୍ବନ୍ଧେ ଶିକ୍ଷାଦାନ — (7ମୀ ତତ୍) ଶାସ୍ତ୍ର ସମ୍ବନ୍ଧେ ଶିକ୍ଷାଦାନ—. Instruction about the Ṡāstras