ଶାସ୍ତ୍ରୀ Ṡāstrī

  • ସଂ. ବିଣ. ପୁଂ—(ଶାସ୍ତ୍ର+ଇନ୍; 1 ମା. 1 ବ) — ଶାସ୍ତ୍ରଜ୍ଞ; ଶାସ୍ତ୍ରଦର୍ଶୀ — Versed in the sacred lore
  • ବି. ପୁଂ — ପଣ୍ଡିତ — A learned man; a Pandit
  • ବି. ପୁଂ — ବ୍ରାହ୍ମଣମାନଙ୍କ ବଂଶୋପାଧି — A family-title of Brāhmaṇas
  • ବି. ପୁଂ — ପଣ୍ଡିତମାନଙ୍କର ସମ୍ମାନାର୍ଥାକ ଉପାଧି ବିଶେଷ — An honorary title bestowed on Pandits
  • ବି. ପୁଂ — ଧର୍ମ ଶାସ୍ତ୍ରାଦିରେ ପଣ୍ଡିତ — A person learned in the sacred lore
  • ଦେ. ବି — କେତେକ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାପୀଠରେ (ଯଥା—ପାଟନା, କାଶୀରେ) ନିର୍ଦ୍ଦିଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ପଣ୍ଡିତଙ୍କୁ ଦିଆଯିବା ଉପାଧି — A title bestowed on certain Pandits who pass the prescribed examination