ଶାସ୍ତ୍ର ସମ୍ମତ Ṡāstra sammata

  • ସଂ. ବିଣ — ଶାସ୍ତ୍ରର ନିୟମସଙ୍ଗତ; ଶାସ୍ତ୍ରାନୁମୋଦିତ ଶାସ୍ତ୍ରରେ ନିର୍ଦ୍ଦିଷ୍ଟ — Enjoined by or laid down in the divine lore; conformatory to the rules enjoined in the Ṡāstras; approved by the sacred books
  • ସଂ. ବିଣ — ଆଇନ ବା ବିଧି ସଙ୍ଗତ — Lawful