ଶାସ୍ତ୍ର ଗଣ୍ଡ Ṡāstra gaṇḍa

  • ସଂ. ବି ଓ ବିଣ—(ଶାସ୍ତ୍ର+ଗଣ୍ଡ) — ଯେଉଁ ବ୍ଯକ୍ତି ସକଳ ଶାସ୍ତ୍ରରୁ କିଛି କିଛି ଉପରଠାଉରିଆ ଭାବରେ ଜାଣେ — (a person) Who knows something superficially of every sacred book; a superficial scholar of the scriptures