ଶାସିତ୍ରୀ Ṡāsitrī

  • ସଂ. ବି. ସ୍ତ୍ରୀ—(ଶାସିତୃ+ସ୍ତ୍ରୀ. ଈ) — ଶାସିତାର ସ୍ତ୍ରୀ ଲିଙ୍ଗ — The feminine of Ṡāsita
  • ସଂ. ବି. ସ୍ତ୍ରୀ—(ଶାସିତୃ+ସ୍ତ୍ରୀ. ଈ) — ଶାସନ— କର୍ତ୍ତା — Governess; a female ruler