ଶାସିତା Ṡasitā

  • ସଂ. ବି. ପୁଂ—(ଶାସିତୃ ଶବ୍ଦ, 1 ମା; 1 ବ; ଶାସ୍ ଧାତୁ+କର୍ତ୍ତୃ ତୃ) — ରାଜା — King
  • ସଂ. ବି. ପୁଂ—(ଶାସିତୃ ଶବ୍ଦ, 1 ମା; 1 ବ; ଶାସ୍ ଧାତୁ+କର୍ତ୍ତୃ ତୃ) — ଶାସକ; ଶାସନ କର୍ତ୍ତା — Ruler
  • ସଂ. ବି. ପୁଂ—(ଶାସିତୃ ଶବ୍ଦ, 1 ମା; 1 ବ; ଶାସ୍ ଧାତୁ+କର୍ତ୍ତୃ ତୃ) — ଦମନ କର୍ତ୍ତା — Controller
  • ସଂ. ବି. ପୁଂ—(ଶାସିତୃ ଶବ୍ଦ, 1 ମା; 1 ବ; ଶାସ୍ ଧାତୁ+କର୍ତ୍ତୃ ତୃ) — ଶିକ୍ଷକ — Preceptor-teacher
  • ସଂ. ବି. ପୁଂ—(ଶାସିତୃ ଶବ୍ଦ, 1 ମା; 1 ବ; ଶାସ୍ ଧାତୁ+କର୍ତ୍ତୃ ତୃ) — ଉପଦେଶକ — Adviser
  • ସଂ. ବି. ପୁଂ—(ଶାସିତୃ ଶବ୍ଦ, 1 ମା; 1 ବ; ଶାସ୍ ଧାତୁ+କର୍ତ୍ତୃ ତୃ) — ଦଣ୍ଡ ଦେବାବାଲା ବ୍ଯକ୍ତି — Punisher