ଶାସନାର୍ହ Ṡāsanārha

  • ସଂ. ବିଣ. ପୁଂ — ଶାସିତ ହେବାର ଯୋଗ୍ୟ — Fit to be ruled or restrained
  • ସଂ. ବିଣ. ପୁଂ — ଦଣ୍ଡାର୍ହ — Punishable