ଶାସନାଧୀନ Ṡāsanādhīna

  • ସଂ. ବିଣ. ପୁଂ ( 3 ୟା ତତ୍) — ଶାସନର ବଶୀଭୂତ — Subject to rule or order
  • ସଂ. ବିଣ. ପୁଂ ( 3 ୟା ତତ୍) — ଆଜ୍ଞାର ବଶବର୍ତ୍ତୀ; ଆଜ୍ଞାବହ — Obedient
  • ସଂ. ବିଣ. ପୁଂ ( 3 ୟା ତତ୍) — ଅଧିକାରଭୁକ୍ତ — Brought under control