ଶାସନ ମହାଜନ କୋଠ Ṡāsana mahājana koṭha
- ଦେ. ବି — ବ୍ରାହ୍ମଣ ଶାସନବାସୀ ସ୍ୱତ୍ୱାଧିକାରୀ ସମସ୍ତ ବ୍ରାହ୍ମଣଙ୍କର ଇଜ୍ମାଲି ସମ୍ପତ୍ତି — Joint property of the whole body of proprietor-Brahmans of a village community
- ଦେ. ବି — [ଦ୍ର— ଗ୍ରାମର ଦେବତା, ଦେଉଳ, ଦେବତାଙ୍କ ଖଞ୍ଜା ଭୂମି, ଗ୍ରାମର ଅନାବାଦୀ, ପୁଷ୍କରିଣୀ ଓ ତହିଁର ଲଭ୍ୟ ବସ୍ତୁମାନ ଶାସନ ମହାଜନ କୋଠ ଅଟେ।]