ଶାସନ ପତ୍ର Ṡasana patra

  • ସଂ. ବି — ଆଜ୍ଞାପତ୍ରିକା; ଲିଖିତ ଆଜ୍ଞା; ହୁକୁମନାମା — Written order
  • ସଂ. ବି — ରାଜାଜ୍ଞା ଲିପିବଦ୍ଧ ହୋଇଥିବା ଧାତୁପତ୍ର ବା ଶିଳା — Metal plate or stone on which royal or edicts are engraved