ଶାସନ କରିବା Ṡāsana karibā

  • ଦେ. କ୍ରି — ଆୟତ୍ତ କରିବା — To control
  • ଦେ. କ୍ରି — ଦମନ କରିବା — To subjugate
  • ଦେ. କ୍ରି — ଦଣ୍ଡ ଦେବା — To punish
  • ଦେ. କ୍ରି — ରାଜ୍ୟକୁ ନିୟମରେ ଚଳାଇବା — To rule a country