ଶାଷ୍କୁଳ Ṡāshkuḻa

  • ସଂ. ବିଣ. ପୁଂ (ଶୁଷ୍କୁଳୀ=ମାଂସ+ଭକ୍ଷଣାର୍ଥେ ଅ; ନିପାତନ) — ମାଂସାହାରୀ (ହି. ଶ.) — Meat-eating; carnivorous
  • ସଂ. ବିଣ. ପୁଂ (ଶୁଷ୍କୁଳୀ=ମାଂସ+ଭକ୍ଷଣାର୍ଥେ ଅ; ନିପାତନ) — ମତ୍ସ୍ୟ ବା ମାଂସାହାରୀ — Eating flesh or fish (Apte)