ଶାଶୁଖିଆ Ṡāṡukhiā

  • ଗ୍ରା. ବିଣ. ପୁଂ (ସ୍ତ୍ରୀଲୋକଙ୍କର ପୁତ୍ରସ୍ଥାନୀୟ ପୁରୁଷ ବ୍ଯକ୍ତି ପ୍ରତି ସପରିହାସ ମଧୁର ଭର୍ସନ, ଏଥିର ଅର୍ଥ—ତୋ ଶାଶୁ ମରନ୍ତୁ) — ଶ୍ୱଶ୍ରୂହୀନ; ମୃତ— ଶ୍ୱଶ୍ରୂକ (ବ୍ଯକ୍ତି) — (a male) Whose mother-in-law is dead
  • ଗ୍ରା. ବିଣ. ପୁଂ (ସ୍ତ୍ରୀଲୋକଙ୍କର ପୁତ୍ରସ୍ଥାନୀୟ ପୁରୁଷ ବ୍ଯକ୍ତି ପ୍ରତି ସପରିହାସ ମଧୁର ଭର୍ସନ, ଏଥିର ଅର୍ଥ—ତୋ ଶାଶୁ ମରନ୍ତୁ) — [ଦ୍ର— ଏ ବାକ୍ୟର ପ୍ରୟୋଗକାରିଣୀଙ୍କର ଯେଉଁ ପୁରୁଷର ଶାଶୁ ପରିହାସ ସ୍ଥାନୀୟା ସେପରି ପୁରୁଷକୁ ଶାଶୁଖିଆ ବିଶେଷଣରେ ସମ୍ବୋଧନ କରାଯାଏ। ଯଥା—ଖୁଡ଼ି ପୁତୁରାକୁ, ମାଈ ଭଣଜାକୁ; କହୁଛନ୍ତି 'ହା! ଶାଶୁଖିଆ! କି କଲୁ କି କଲୁ! ଆମ ଘରେ ଖାଇବାକୁ ଆସିବୁ ବୋଲି କାଲି କହିଥିଲୁ; ଅଇଲୁ ନାହିଁ)' ଏ ଶବ୍ଦର ସ୍ତ୍ରୀ ଲିଙ୍ଗ ଆକାରର ବ୍ଯବହାର କ୍ୱଚିତ୍ ଶୁଣାଯାଏ।]