ଶାଶୁ ଘର Ṡāṡu ghara

  • ଦେ. ବି — (କୌଣସି ସ୍ତ୍ରୀର) ଶ୍ୱଶୁରାଳୟ ବା ସ୍ୱାମୀ ଗୃହ — The family or house of one's husband
  • ଦେ. ବି — [ଦ୍ର—ପୁରୁଷ ପକ୍ଷରେ 'ଶ୍ୱଶୁରଘର' ଓ ସ୍ତ୍ରୀ ପକ୍ଷରେ 'ଶାଶୁଘର' ବୋଲାଯାଏ। କିନ୍ତୁ ବଙ୍ଗଦେଶରେ ଊଭୟଙ୍କ ପକ୍ଷରେ ଶଶୁରବାଡ଼ି ବୋଲାଯାଏ।]