ଶାଶୁ ଓଳଗା Ṡāṡu olagā

  • ଦେ. ବି — ନବବଧୂର ପ୍ରଥମେ ଶାଶୁଘରକୁ ଯିବା ଉପଲକ୍ଷେ ଶାଶୁଙ୍କୁ ଭେଟିବା ପାଇଁ ସଙ୍ଗରେ ନେଇଥିବା ଶାଢ଼ୀ — A cloth taken by a bride with her for her mother-in-law on the occasion of her making obeisance on her first visit to her husband's house after puberty