ଶାଳ୍ମଳ Ṡāluka

  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଶିମିଳୀ ଗଛ — The silk cotten tree; Bombsx Heptaphulla, Bombax Malabarica
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ପଦ୍ମକନ୍ଦ; ପଦ୍ମାଦିର ମୂଳ; ପଦ୍ମମୂଳ — The tuberous root of lotus
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — [ଦ୍ର—ଏହା ଜବାଦି ବର୍ଗର ବୃହତ୍ ତରୁ; କାଠ ଧଳା ଓ ହାଲୁକା। ପତ୍ର ପ୍ରାୟ ସପ୍ତପର୍ଣ୍ଣ। ବର୍ଷରେ କେତେକ ମାସ ଗଛରୁ ପତ୍ର ଝଡ଼ି ପୁଣି କଅଁଳେ; ଫୁଲ ରକ୍ତବର୍ଣ୍ଣ ଓ ନିର୍ଗନ୍ଧ। ଏହାର ଫଳ ବା ଭଣ୍ଡା ମଧ୍ୟରୁ ମଞ୍ଜି ଓ ତୁଳା ବାହାରେ।
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ବୈଦ୍ୟଶାସ୍ତ୍ର ଅନୁସାରେ ଏହାର ଛାଲ ଓ ମୂଳ ଶୀତବୀର୍ଯ୍ୟ, ମଧୁର, ବିପାକ, ରସାୟନ, କଫ, ବାତରକ୍ତ ଓ ରକ୍ତପିତ୍ତନାଶକ।
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଏହାର ମୂଳ ଅତ୍ୟନ୍ତ ଶୁକ୍ରବର୍ଦ୍ଧକ। ଏହାର ଫୁଲ ଓ ଫଳ ମଧୁର କଷାୟରସ, ଗୁରୁପାକ, ଶୀତଳ ଓ ବାୟୁବର୍ଦ୍ଧକ।
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଶିମିଳୀ ଗଛର ଅଠାକୁ ମୋଚରସ ବୋଲାଯାଏ ଓ ମୂଳକୁ ଶିମିଳୀମଷଳୀ ବୋଲାଯାଏ। ଏ ଗଛର ଗଣ୍ଡିରେ ଓ ଡାଳରେ କଣ୍ଟା ଥାଏ।
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଶାଳ୍ମଳୀ ଚାରି ପ୍ରକାର। ରକ୍ତଶାଳ୍ମଳୀ, ଶ୍ୱେତଶାଳ୍ମଳୀ, ପୀତଶାଳ୍ମଳୀ ଓ କୂଟଶାଳ୍ମଳୀ। ଶେଷୋକ୍ତ ଶିମିଳୀ ଗଛ କଣ୍ଟକହୀନ। ଏହା ପର୍ବତରେ ଉତ୍ପନ୍ନ ହୁଏ। ଏହାର ସଂସ୍କୃତ ନାମ - ଦୀର୍ଘଦ୍ରୁ, ଚିରଜୀବ, କଣ୍ଟକଦ୍ରୁମ, ସ୍ଥୂଳଫଳ ଓ ତୂଳବୃକ୍ଷ। ଦ୍ରବ୍ୟଗୁଣ କଳ୍ପଦ୍ରୁମ।
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — କୂଟଶାଳ୍ମଳୀ - ଏହା କଶିମଳା ନାଶକ ଶିମିଳିଜାତୀୟ ଛୋଟ ଗଛ। — A species of silk cotton tree
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ପୀତଶାଳ୍ମଳୀ - କୁମ୍ଭୀ ନାମକ ବନ୍ୟଗଛ। ଏହାର କାଠ ଲଘୁ; ପତ୍ର ପଞ୍ଚାଙ୍ଗୁଳ; ପତ୍ର ବର୍ଷକେ ଥରେ ଝଡ଼େ। ଫୁଲ ସ୍ୱର୍ଣ୍ଣି ପୀତ; ତହିଁର ବର୍ଣ୍ଣ ଶିମିଳି ଫୁଲ ପରି; ଭଣ୍ଡାରୁ ତୁଳା ବାହାରେ। ଫଳ କୁମ୍ଭାକାର — Coculospermum Gossypium
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଶ୍ୱେତ ଶାଳ୍ମଳୀ - ଏହା ଜବାଦି ବର୍ଗର ବୃକ୍ଷ। ଫୁଲ ଧଳା। କେଶର ୫ ଗୋଟି। ଏଥିର ଭଣ୍ଡାରୁ ତୁଳା ବାହାରେ। — Eriodendron Anfractuosum
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଶିମିଳୀର ତୁଳା ବ୍ୟତୀତ ଶିମିଳୀ ଗଛ ଅନ୍ୟ ବ୍ୟବହାର ସମସ୍ତେ ଜ୍ଞାତ ନୁହନ୍ତି। ଶିମିଳୀ ସାଧାରଣ ଚକ୍ଷୁରେ ଦେଖିବାକୁ ନଗଣ୍ୟ ପଦାର୍ଥ; କିନ୍ତୁ ଯେଉଁମାନେ ଭସ୍ମରେ ରତ୍ନ ଖୋଜି ନେଇ ପାରନ୍ତି; ସେମାନଙ୍କ ଚକ୍ଷୁ ଶିମିଳୀ ଅପଦାର୍ଥ ନୁହେଁ। ଶିମିଳୀ ଗଛର ନିମ୍ନଲିଖିତ ଗୁଣ ଅଛି।
  • ସଂ. ବି (ଶାଳ୍ ଧାତୁ=ଦୂରକୁ ଗମନ କରିବା+କର୍ତ୍ତୃ. ମଳ;+ଇ, +ଈ) ଏହାର ଶିଅ ଏକ ମାଇଲ ପର୍ଯ୍ୟନ୍ତ ମାଟି ତଳେ ତଳେ ଯିବାରୁ) — ଶିମିଳୀ ମୂଳ - ଅତି ବଳକର ପଦାର୍ଥ ଓ ଉତ୍ତେଜକ; ନିସ୍ତେଜ ଏବଂ ଅବସନ୍ନାବସ୍ଥାରେ ଏହାର ରସ ଖାଇଲେ ଉପକାର ହୋଇ ପାରେ; ଏହା ରସାୟନ। ଅଧିକ ମାତ୍ରାରେ ମୂଳ ବା ଛାଲିର ରସ ଖାଇଲେ ବମନ ହୁଏ।