ଶାଳ୍ମଳି ବେଷ୍ଟ Ṡāḻmaḻi beshṭa

  • ସଂ. ବି — ମୋଚରସ, ଶିମିଳି ଗଛର ଅଠା ବା ନିର୍ଯ୍ଯାସ — The gum of the silk-cotton tree
  • ସଂ. ବି — [ଦ୍ର—ଏହା ଶୀତବୀର୍ଯ୍ଯ, ଧାରକ; ସ୍ନିଗଧ; ଶୁକ୍ର ବର୍ଦ୍ଧକ ଓ କଷାୟ ରସ।]