ଶାଳିହୋତ୍ରୀ Ṡāḻihotrī

  • ସଂ. ବି ପୁଂ (ଶାଳିହୋତ୍ର+ଇନ୍, 1 ମା 1 ବ) — ଅଶ୍ୱ ବୈଦ୍ୟ — Horse doctor
  • ସଂ. ବି ପୁଂ (ଶାଳିହୋତ୍ର+ଇନ୍, 1 ମା 1 ବ) — ପଶୁ ଚିକିତ୍ସକ (ହି. ଶ) — Veterinary doctor