ଶାଳିବାହନ Ṡāḻi bāhana

  • ସଂ. ବି (ଶାଳି=ସିଂହ+ବାହନ ଯାହାର;) ସିଂହରୂପୀ ଗୋଟିଏ ଯକ୍ଷକୁ ଏ ବଶୀଭୂତ କରି ତାକୁ ବାହନରୂପେ ବ୍ଯବହାର କରୁଥିବାର କିମ୍ବଦନ୍ତୀ ଥିବାରୁ ଏହି ନାମ) —ଶକାବ୍ଦପ୍ରବର୍ତ୍ତକ ନୃପବିଶେଷ — Name of a king who introduced 'Ṡakābda' era into India
  • ସଂ. ବି (ଶାଳି=ସିଂହ+ବାହନ ଯାହାର;) [ଦ୍ର—ଶକ ଓ ଶକାବ୍ଦ ତଳେ ନୋଟ ଦେଖ। ଶକାବ୍ଦ 1848 =ଇଂରାଜ୍ୟାବ୍ଦ 1926 — 27 =ଦିଲ୍ଲୀଶ୍ୱରାବ୍ଦ 1333 —34; ଶକାବ୍ଦ ଇଂରାଜ୍ୟାବ୍ଦଠାରୁ 78 ବର୍ଷ କମ୍।] — [ଦ୍ର—ଶକ ଓ ଶକାବ୍ଦ ତଳେ ନୋଟ ଦେଖ ଶକାବ୍ଦ1848=ଇଂରାଜ୍ୟାବ୍ଦ1926—27=ଦିଲ୍ଲୀଶ୍ୱରାବ୍ଦ1333—34; ଶକାବ୍ଦ ଇଂରାଜ୍ୟାବ୍ଦଠାରୁ78ବର୍ଷ କମ୍]