ଶାଳିନୀ Ṡāḻinī

  • ସଂ. ବିଣ. ସ୍ତ୍ରୀ (ଅନ୍ଯ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ବ୍ଯବହୃତ ହୁଏ, ଯଥା—ସୈନ୍ଦର୍ଯ୍ଯଶାଳିନୀ — ଯୁକ୍ତା; ବିଶିଷ୍ଟ — (feminine) A suffix added to another word to denote 'having'
  • ବି— ବି.—(ଶାଳିନ୍+ଈ) — ଏକାଦଶାକ୍ଷର ଛନ୍ଦୋବିଶେଷ — Name of a metre of 11 syllabes
  • ବି— ବି.—(ଶାଳିନ୍+ଈ) — [ଦ୍ର—ଏଥିରେ ଯଥାକ୍ରମେ ଏକ ଯଗଣ, ଦୁଇ ତଗଣ ଓ ଓ ଶେଷରେ ଦୁଇ ଗୁରୁ ବର୍ଣ୍ଣ ଥାଏ। ଏଥିର ଚରଣର 4 ର୍ଥ ଓ 11 ଅକ୍ଷରରେ ବିରାମ ହୁଏ; 6 ଷ୍ଠ ଓ ନବମ ବର୍ଣ୍ଣ ଲଘୁ ଓ ଅନ୍ଯ ସବୁ ବର୍ଣ୍ଣ ଗରୁ।] — [ଦ୍ର—ଏଥିରେ ଯଥାକ୍ରମେ ଏକ ଯଗଣ, ଦୁଇ ତଗଣ ଓ ଓ ଶେଷରେ ଦୁଇ ଗୁରୁ ବର୍ଣ୍ଣ ଥାଏ ଏଥିର ଚରଣର4ର୍ଥ ଓ11ଅକ୍ଷରରେ ବିରାମ ହୁଏ;6ଷ୍ଠ ଓ ନବମ ବର୍ଣ୍ଣ ଲଘୁ ଓ ଅନ୍ଯ ସବୁ ବର୍ଣ୍ଣ ଗରୁ]