ଶାଳିକା Ṡāḻikā

  • ସଂ. ବି (ଶାଳା+କ+ଆ) — ଆଧାର — Receptacle
  • ସଂ. ବି (ଶାଳା+କ+ଆ) — ସାରୀପକ୍ଷୀ — The myna bird
  • ସଂ. ବି (ଶାଳା+କ+ଆ) — ବିଦାରୀକନ୍ଦ; ଦେଶୀ ଆଳୁ — Yam
  • ସଂ. ବି (ଶାଳା+କ+ଆ) — ଶାଳପର୍ଣ୍ଣୀ (ହି.ଶ) — Ṡāḻaparṇṇī (See)
  • ସଂ. ବି (ଶାଳା+କ+ଆ) — ଗୃହ, ଆବାସ (ହି.ଶ) — Abode; residence