ଶାଳିଆ ପୋତନି Ṡāḻiā potani
- ଦେ. ବି (ସଂ. ଶାଳି; ଶାଳାବୃକ) — ଗନ୍ଧାମାର୍ଜାର; ଗନ୍ଧନକୁଳ; ଖଟ୍ଟାଶ — The civet cat; Viverra Gunda; Yiverricula Malaccennensis
- ଦେ. ବି (ସଂ. ଶାଳି; ଶାଳାବୃକ) — [ଦ୍ର—ଏହାର ଦେହରୁ କସ୍ତୂରିପରି ଏକପ୍ରକାର ମୃଦୁମଧୁର ଗନ୍ଧ ବାହାରେ ଓ ଏହାର ଅଣ୍ଡକୋଷକୁ କାଟିକରି ଲୋକେ ରଖନ୍ତି। ଦୁଷ୍ଟ ବ୍ରଣରେ ଏହି କୋଷକୁ ଘୋରି କରି ଲେପ ଦେଲେ ତାହା ଉପଶାନ୍ତ ହୁଏ। ଏମାନେ ଓଧଜାତୀୟ କିନ୍ତୁ ବିରାଡ଼ିଠାରୁ ବଡ଼; ଲୋମ କୃଷ୍ଣ ଓ ପାଣ୍ଡୁର; ମୁହଁ କୋକି ପରି ଗୋଜା; ଲାଞ୍ଜ 14 ୳ ହାତ ପର୍ଯ୍ୟନ୍ତ ଲମ୍ବ। ଲାଞ୍ଜରେ ଧଳା କଳା ପଟି ବା ଶଙ୍ଖାମୁଠିଆ ଚିହ୍ନ ଥାଏ। ଏମାନେ ଫଳ ମୂଳ ଖାଆନ୍ତି। — [ଦ୍ର—ଏହାର ଦେହରୁ କସ୍ତୂରିପରି ଏକପ୍ରକାର ମୃଦୁମଧୁର ଗନ୍ଧ ବାହାରେ ଓ ଏହାର ଅଣ୍ଡକୋଷକୁ କାଟିକରି ଲୋକେ ରଖନ୍ତି ଦୁଷ୍ଟ ବ୍ରଣରେ ଏହି କୋଷକୁ ଘୋରି କରି ଲେପ ଦେଲେ ତାହା ଉପଶାନ୍ତ ହୁଏ ଏମାନେ ଓଧଜାତୀୟ କିନ୍ତୁ ବିରାଡ଼ିଠାରୁ ବଡ଼; ଲୋମ କୃଷ୍ଣ ଓ ପାଣ୍ଡୁର; ମୁହଁ କୋକି ପରି ଗୋଜା; ଲାଞ୍ଜ14୳ ହାତ ପର୍ଯ୍ୟନ୍ତ ଲମ୍ବ ଲାଞ୍ଜରେ ଧଳା କଳା ପଟି ବା ଶଙ୍ଖାମୁଠିଆ ଚିହ୍ନ ଥାଏ ଏମାନେ ଫଳ ମୂଳ ଖାଆନ୍ତି
- ଦେ. ବି (ସଂ. ଶାଳି; ଶାଳାବୃକ) — ବୈଦ୍ୟଶାସ୍ତ୍ର ଅନୁସାରେ ଏହା ବୀର୍ଯ୍ଯବର୍ଦ୍ଧକ, ଚକ୍ଷୁ— ହିତକର। ଏହା କଫ, ବାୟୁ, କଣ୍ଡୁ, କୁଷ୍ଠ, ଘର୍ମ ଓ ଶରୀରର ଦୁର୍ଗନ୍ଧନାଶକ।]