ଶାଳାବୃକ Ṡāḻābṛuka

  • ସଂ. ବି (ଶାଳା=ଗୃହ+ବୃକ=ହେଟା) — ବାନର — Monkey
  • ସଂ. ବି (ଶାଳା=ଗୃହ+ବୃକ=ହେଟା) — କୁକ୍କୁର — Dog
  • ସଂ. ବି (ଶାଳା=ଗୃହ+ବୃକ=ହେଟା) — ବିଡ଼ାଳ — Cat
  • ସଂ. ବି (ଶାଳା=ଗୃହ+ବୃକ=ହେଟା) — ଶିଆଳ; ଶୃଗାଳ — Jackal
  • ସଂ. ବି (ଶାଳା=ଗୃହ+ବୃକ=ହେଟା) — ହରିଣ — Stag
  • ସଂ. ବି (ଶାଳା=ଗୃହ+ବୃକ=ହେଟା) — ଗନ୍ଧ— ଗୋକୁଳ; ଶାଳିଆପତନି — The civet cat; Viverra Gunda
  • ସଂ. ବି (ଶାଳା=ଗୃହ+ବୃକ=ହେଟା) — କୋକିଶିଆଳି (ହ.ଶ) — Fox