ଶାଳପର୍ଣ୍ଣୀ Ṡāḻaparṇṇī

  • ସଂ. ବି—(ଶାଳ=ଶାଳ ବୃକ୍ଷର ପର୍ଣ୍ଣ=ପତ୍ର ପରି ପତ୍ର ଯାହାର, ଶାଳ+ପର୍ଣ୍ଣ+ଇନ୍) — ଶିମ୍ବାଦି ବର୍ଗର ସିଧା ବନ୍ୟ କ୍ଷୁପ ବିଶେଷ — Desmodium Gangeticum; Hedysarum Gangeticum; waria Hamosa; Flamingia Paniculata: Flemingia Stricta
  • ସଂ. ବି—(ଶାଳ=ଶାଳ ବୃକ୍ଷର ପର୍ଣ୍ଣ=ପତ୍ର ପରି ପତ୍ର ଯାହାର, ଶାଳ+ପର୍ଣ୍ଣ+ଇନ୍) — [ଦ୍ର— ଏହାର ପତ୍ରର ମୂଳ ଗୋଲ ଓ ଦୀର୍ଘ। ପତ୍ରର ତଳପାଖ ଲୋମଶ ଓ ଶାଳପତ୍ରର ଆକାର ବିଶିଷ୍ଟ; ଫୁଲ ଛୋଟ ଓ ବାଇଗଣୀ। ଏକ ଜାତିର ଫୁଲ ଧଳା। ଏହାର ଛୁଇଁରେ 56 ଗୋଟି ମଞ୍ଜି ଥାଏ। ଛୁଇଁ ଶୀତଦିନେ ପାଚେ। ଏହା ବୈଦ୍ୟଶାସ୍ତ୍ରୋକ୍ତ ଦଶମୂଳପାଚନର ଗୋଟିଏ ଉପକରଣ। — [ଦ୍ର— ଏହାର ପତ୍ରର ମୂଳ ଗୋଲ ଓ ଦୀର୍ଘ ପତ୍ରର ତଳପାଖ ଲୋମଶ ଓ ଶାଳପତ୍ରର ଆକାର ବିଶିଷ୍ଟ; ଫୁଲ ଛୋଟ ଓ ବାଇଗଣୀ ଏକ ଜାତିର ଫୁଲ ଧଳା ଏହାର ଛୁଇଁରେ56ଗୋଟି ମଞ୍ଜି ଥାଏ ଛୁଇଁ ଶୀତଦିନେ ପାଚେ ଏହା ବୈଦ୍ୟଶାସ୍ତ୍ରୋକ୍ତ ଦଶମୂଳପାଚନର ଗୋଟିଏ ଉପକରଣ
  • ସଂ. ବି—(ଶାଳ=ଶାଳ ବୃକ୍ଷର ପର୍ଣ୍ଣ=ପତ୍ର ପରି ପତ୍ର ଯାହାର, ଶାଳ+ପର୍ଣ୍ଣ+ଇନ୍) — ଏହା ପୁଷ୍ଟିକର, ରସାୟନ, ତିକ୍ତମଧୁରରସ ଓ ଗୁରୁପାକ; ଏହା ବମନ, ଜ୍ୱର, ଶ୍ୱାସ, ଅତିସାର, ଶୋଥ, ତ୍ରିଦୋଷ, କ୍ଷତ, କାସ ଓ କୃମି ରୋଗରେ ଉପକାରୀ। ଏହା ଅଭାବରେ ପୃଶ୍ନିପର୍ଣ୍ଣା ବ୍ଯବହାର କରିବାର ଉପଦେଶ ଅଛି।]