ଶାଳଙ୍କାୟନ Ṡāḻaṅkāyana

  • ସଂ. ବି — ଜନୈକ ମୁନି — Name of a sage
  • ସଂ. ବି — ବିଶ୍ୱାମିତ୍ରଙ୍କ ଏକପୁତ୍ର — Name of a Son of Biṡwāmitra
  • ସଂ. ବି — ଶିବଙ୍କର ଅନୁଚର; ନନ୍ଦୀ — The chief attendant of 'Ṡiba'