ଶାଳଙ୍କଟାଙ୍କଟ Ṡāḻaṅkaṭāṅkaṭa

  • ସଂ. ବି—(ଶାଳଙ୍କଟଙ୍କଟା+ଅପତ୍ୟାର୍ଥେ ଅ) — ସୁକେଶୀ ରାକ୍ଷସ — A name of demon Sukeṡī
  • ସଂ. ବି—(ଶାଳଙ୍କଟଙ୍କଟା+ଅପତ୍ୟାର୍ଥେ ଅ) — (ଦ୍ର—ଏ ବିଦ୍ୟୁତ୍କେଶୀର ଭାର୍ଯ୍ଯା ଶାଳଙ୍କ— ଟଙ୍କଟାର ଗର୍ଭରୁ ଜନ୍ମ ହୋଇଥିଲା—ବିଶ୍ୱକୋଷ)