ଶାଳଗ୍ରାମୋଦକ Ṡāḻagrāmodaka

  • ସଂ. ବି — ଯେଉଁ ଜଳରେ ଶାଳଗ୍ରାମ ଶିଳାଙ୍କୁ ସ୍ନାନ କରା ଯାଇଥାଏ ସେହି ପବିତ୍ର ଜଳ — Sacred water in which a Ṡāḻagrāma has been washed
  • ସଂ. ବି — [ଦ୍ର—ଏହାକୁ ବିଷ୍ଣୁପାଦୋଦକ ରୂପେ ଭକ୍ତମାନେ ଗ୍ରହଣ କରନ୍ତି।]