ଶାଳ ପହଣୀ Ṡāḻa pahaṇi
- ଦେ. ବି — ଜଳାଶୟରୁ ଶେଣାଦ୍ୱାରା ପାଣି ଉଠାଇବା ପାଇଁ କୂଳରେ ଖୋଳା ହୋଇଥିବା ଅର୍ଦ୍ଧଚନ୍ଦ୍ରାକାର ଗର୍ତ୍ତ (ଯେଉଁ ପହଣୀର ଦୁଇ ପାଖରେ ଲୋକେ ଠିଆ ହୋଇ ଶେଣାଦ୍ୱାରା ପାଣି ଉପରକୁ ଉଠାନ୍ତି।) — A pit grooved into the shore of a tank from which the accumulated water is baled out by persons standing on its rim
- ଦେ. ବି — [ଦ୍ର—ଶେଣା ତଳେ ନୋଟ ଦେଖ]