ଶାଲ୍ୱିକ Ṡālwika

  • ସଂ. ବି — ଏକ ପ୍ରକାର ପକ୍ଷୀ; କ୍ଷୁଦ୍ର ଚୂଡ଼ା (ହି.ଶ) — A kind of bird
  • ସଂ. ବି — ସ୍ନିଗଧ ଏବଂ ସଙ୍କୋଚକ। କୌଣସି କୌଣସି ସ୍ଥଳରେ ଏହି ଅଠାର ଆଉ ଗୋଟିଏ ଆଶ୍ଚର୍ୟ୍ଯ ଗୁଣ ଶୁଣାଯାଏ। ଏହି ଅଠା ଶୁଖିଗଲାରୁ ଚୂର୍ଣ୍ଣ କରି ଦୁଇ ଚାରି ରତି ପାନ ମସଲା ସହିତ ମିଶାଇ ଖାଇଲେ ପୁରୁଷର ସନ୍ତାନ ଉତ୍ପାଦନ ଶକ୍ତି ଅତ୍ୟନ୍ତ ବୃଦ୍ଧି ହୁଏ। ମିଶ୍ରି ସରବତ୍ ସହିତ ଏହି ଅଠା ଦୁଇ ଏକ ରତି ମିଶାଇ ସ୍ତ୍ରୀଲୋକମାନେ ଚାରି ପାଞ୍ଚ ଦିନ ବ୍ଯବହାର କଲେ ସେମାନଙ୍କର ରଜର ଆଧିକ୍ୟ ଉପଶମିତ ହୁଏ।