ଶାଲାଣ ତୁଙ୍ଗ Ṡālāṇa tuṅga
- ଦେ. ବି — ଉତ୍କଳର ପ୍ରାଚୀନ ତୁଙ୍ଗବଂଶୀୟ ଜଣେ ରାଜା — A king of the Tuṅga dynasty of ancient Utkaḻa
- ଦେ. ବି — [ଦ୍ର—ଏହି ତୁଙ୍ଗ ରାଜାମାନେ ନିଜକୁ ଅଷ୍ଟାଦଶ ଗୋଣ୍ଡ୍ରମାଧିପତି ବୋଲି ଘୋଷଣା କରୁଥିଲେ। ଏମାନେ ଯମଗର୍ଣ୍ଣ ମଣ୍ଡଳର ରାଜା ଥିଲେ। ଏମାନଙ୍କ ଦାନପତ୍ରରେ ବର୍ଣ୍ଣିତ ଗ୍ରାମମାନ ବଣାଇ, କେନ୍ଦୁଝର, ପାଳଲହଡ଼ା ପ୍ରଭୃତି ରାଜ୍ୟରେ ଚିହ୍ନିତ ହୋଇଅଛି— ଶ୍ରୀମାନ୍ କେଦାରନାଥ ମହାପାତ୍ର।]