ଶାର୍ବ୍ୱର Ṡārbbara

  • ସଂ. ବିଣ (ଶର୍ବ୍ୱରୀ+ସମ୍ବନ୍ଧାର୍ଥେ. ଅ) — ରାତ୍ରୀସମ୍ବନ୍ଧୀୟ — Relating to nightly
  • ସଂ. ବିଣ (ଶର୍ବ୍ୱରୀ+ସମ୍ବନ୍ଧାର୍ଥେ. ଅ) — ରାତ୍ରିକାଳୀନ — Nocturnal; night
  • ବି — ଗାଢ଼ ଅନ୍ଧକାର — Deep darkness; utter darkness