ଶାର୍ଦ୍ଦୋଳୀ Ṡārddoḻī

  • ଦେ. ବି (ସଂ.ଶାର୍ଦ୍ଦୂଳ; ଏଥିରେ ଶାର୍ଦ୍ଦୂଳର ବା ବ୍ୟାଘ୍ରର ଚିତ୍ର ଚିତ୍ରିତ ହେଉଥିବାରୁ) — କବାଟର ଚଉକାଠ ଉପରେ ଦିଆଯିବା ଚଉଡ଼ାପଟା — A plank put over the door-frame over which the upper wall is raised
  • ଦେ. ବି (ସଂ.ଶାର୍ଦ୍ଦୂଳ; ଏଥିରେ ଶାର୍ଦ୍ଦୂଳର ବା ବ୍ୟାଘ୍ରର ଚିତ୍ର ଚିତ୍ରିତ ହେଉଥିବାରୁ) — କୋଠାର ବା ଚାଳଘରର ବରଗାର ମୁଣ୍ଡରେ ଦିଆଯିବା ପଟା — The plate put at the end of rafters
  • ଦେ. ବି (ସଂ.ଶାର୍ଦ୍ଦୂଳ; ଏଥିରେ ଶାର୍ଦ୍ଦୂଳର ବା ବ୍ୟାଘ୍ରର ଚିତ୍ର ଚିତ୍ରିତ ହେଉଥିବାରୁ) — ଶଗଡ଼ର କନ୍ଦଳ — Part of a bullock cart; the wooden pin passing through the heads of the two poles joined together at the front where the yoke is tied to them