ଶାର୍ଦ୍ଦୂଳ ଲଳିତ Ṡārdduḻa lalita

  • ସଂ. ବି — ଅଷ୍ଟାଦଶାକ୍ଷରଯୁକ୍ତ ସଂସ୍କୃତ ଛନ୍ଦୋ— ବିଶେଷ — A metre of 18 syllables
  • ସଂ. ବି — [ଦ୍ର—ଏଥିର ପ୍ରତ୍ୟେକ ଚରଣରେ ଯଥାକ୍ରମେ, ମଗଣ, ସଗଣ, ଜଗଣ, ସଗଣ, ତଗଣ ଓ ଯଗଣ ଥାଏ (ହି.ଶ)]