ଶାର୍ଦ୍ଦୂଳ ବିକ୍ରୀଡ଼ିତ Ṡārddūḻa bikrīṟḍ̠ita

  • ସଂ. ବି — ଊନବିଂଶତ୍ୟକ୍ଷର ଯୁକ୍ତ ସଂସ୍କୃତ ଛନ୍ଦୋବିଶେଷ — A metre of 9 syllables
  • ସଂ. ବି — [ଦ୍ର—ଏଥିର କ୍ରମ—ମଗଣ, ସଗଣ, ଜଗଣ, ସଗଣ, ତଗଣ, ତଗଣ ଓ ଏକଗୁରୁ ବର୍ଣ୍ଣ। ଏଥିର ଦ୍ୱାଦଶ ଓ ଶେଷାକ୍ଷରରେ ଯତିପାତ ହୁଏ। ଏଥିର 4 ର୍ଥ, 5 ମ, 7 ମ, 9 ମ, 10 ମ, 11 ଶ, 15 ଶ ଓ 18 ଶ ବର୍ଣ୍ଣ ଲଘୁ ଓ ଅନ୍ଯ ବର୍ଣ୍ଣମାନ ଗୁରୁ। ଏଥିର ବଚନ— ମାର୍ତ୍ତର୍ଣ୍ଡେ ର୍ମୁନିଭିଶ୍ଚ ଯନ୍ତ୍ର ବିରତିଃ ପୂର୍ଣ୍ଣେନ୍ଦୁ ବିମ୍ବାନନେ? ତଦ୍ବୃତ୍ତଂ ପ୍ରବଦନ୍ତି କାବ୍ୟରସିକାଃ ଶାର୍ଦ୍ଦୂଳବିକ୍ରୀଡ଼ିତଂ। " — [ଦ୍ର—ଏଥିର କ୍ରମ—ମଗଣ, ସଗଣ, ଜଗଣ, ସଗଣ, ତଗଣ, ତଗଣ ଓ ଏକଗୁରୁ ବର୍ଣ୍ଣ ଏଥିର ଦ୍ୱାଦଶ ଓ ଶେଷାକ୍ଷରରେ ଯତିପାତ ହୁଏ ଏଥିର4ର୍ଥ,5ମ,7ମ,9ମ,10ମ,11ଶ,15ଶ ଓ18ଶ ବର୍ଣ୍ଣ ଲଘୁ ଓ ଅନ୍ଯ ବର୍ଣ୍ଣମାନ ଗୁରୁ ଏଥିର ବଚନ— ମାର୍ତ୍ତର୍ଣ୍ଡେ ର୍ମୁନିଭିଶ୍ଚ ଯନ୍ତ୍ର ବିରତିଃ ପୂର୍ଣ୍ଣେନ୍ଦୁ ବିମ୍ବାନନେ? ତଦ୍ବୃତ୍ତଂ ପ୍ରବଦନ୍ତି କାବ୍ୟରସିକାଃ ଶାର୍ଦ୍ଦୂଳବିକ୍ରୀଡ଼ିତଂ "
  • ସଂ. ବି — ବ୍ୟାଘ୍ରର କ୍ରୀଡ଼ା (ବିଶ୍ୱକୋଷ) — The playing frolicing of a tiger