ଶାର୍ଙ୍ଗୀ Ṡārṅgī

  • ସଂ. ବି ପୁଂ (ଶାର୍ଙ୍ଗ+ଇନ୍; 1 ମା. 1 ବ) — ଧନୁର୍ଦ୍ଧରବ୍ଯକ୍ତି — An archer
  • ସଂ. ବି ପୁଂ (ଶାର୍ଙ୍ଗ+ଇନ୍; 1 ମା. 1 ବ) — ବିଷ୍ଣୁ — Bishṇu
  • ସଂ. ବିଣ. ପୁଂ — ଧନୁର୍ଦ୍ଧର — Holding or armed with a bow