ଶାର୍ଙ୍ଗରବ Ṡārṅgaraba
- ସଂ. ବି. ପୁଂ (ଶୃଙ୍ଗରବ+ଅ) — ଶୃଙ୍ଗରବ ଋଷିଙ୍କ ଗୋତ୍ରଜ ବ୍ଯକ୍ତି — A person descended from Ṡṛuṅgaraba sage
- ସଂ. ବି. ପୁଂ (ଶୃଙ୍ଗରବ+ଅ) — [ଦ୍ର—କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍ ନାଟକରେ ଶକୁନ୍ତଳାଙ୍କ ସଙ୍ଗେ ଦୁଷ୍ମନ୍ତଙ୍କ ରାଜ— ସଭାକୁ କଣ୍ୱଙ୍କର ଯେଉଁ ଶିଷ୍ୟଦ୍ୱୟ ଯାଇଥିଲେ, ତାଙ୍କ ମଧ୍ୟରୁ ଶାର୍ଙ୍ଗରବ ଜଣେ।]