ଶାର୍କରକ Ṡārkaraka

  • ସଂ. ବି—(ଶାର୍କର+କ) — ଯେଉଁ ସ୍ଥାନରେ ବହୁତ ଚିନି ପ୍ରସ୍ତୁତ ହୁଏ [ହି. ଶ] — 2. A place Where a large quantity of sugar is manufactured
  • ସଂ. ବିଣ — କଙ୍କରମୟ (ହି.ଶ) — Gravelly