ଶାରୀରିକ Ṡārīrika

  • ସଂ. ବିଣ—(ଶରୀର+ସମ୍ବନ୍ଧାର୍ଥେ. ଇକ) — କାୟିକ, ଦୈହିକ; ଶରୀର ସମ୍ବନ୍ଧୀୟ — Corporal; bodily
  • ସଂ. ବିଣ—(ଶରୀର+ସମ୍ବନ୍ଧାର୍ଥେ. ଇକ) — ଶରୀରଜାତ; ଦେହରୁ ଉତ୍ପନ୍ନ — Born of the body
  • ବି. — ଜୀବାତ୍ମା — The Vital Essence; vitality; the vital principle of living beings
  • ବି. — ବେଦାନ୍ତସୂତ୍ର — The maxims of the Bedānta philosophy