ଶାରିବା Ṡāribā

  • ସଂ. ବି—(ବୈଦ୍ଯକ) — ସୁଆଁଲଇ; ଶ୍ୟମାଲତା; କୃଷ୍ଣ ଶାରିବା — Indian sarsaparilla
  • ସଂ. ବି—(ବୈଦ୍ଯକ) — ଚେମିଡ଼ି ଲଇ; ଶୁକ୍ଳଶାରିବା (ଲତା); ଅନନ୍ତ ମୂଳ — Indian sarsaparilla; Hemidesmus Indicus
  • ସଂ. ବି—(ବୈଦ୍ଯକ) — [ଦ୍ର—ଉଭୟ ଶାରି— ବାର ପତ୍ର ଯାମୁପତ୍ର ପରି; କିନ୍ତୁ ଶୁକ୍ଳ ଶାରିବା ପତ୍ର ଉପରେ ଧଳା ଦାଗ— ମାନ ଥାଏ; ଏଥିର ମୂଳ ଔଷଧରେ ବ୍ଯବହୃତ ହୁଏ।]
  • ସଂ. ବି—(ବୈଦ୍ଯକ) — ଜବାସ; ଦୁରାଲଭା (ହି. ଶ) — Fogonia Arabica (plant)