ଶାରୀର Ṡārīra
- ସଂ. ବିଣ—(ଶରୀର+ସମ୍ବନ୍ଧାର୍ଥେ ଅ) — ଶରୀର ସମ୍ଭନ୍ଧୀୟ; ଦୈହିକ — Relating to the body; corporal; bodily
- ସଂ. ବିଣ—(ଶରୀର+ସମ୍ବନ୍ଧାର୍ଥେ ଅ) — ଦେହଜାତ — Born of the body
- ବି — ଜୀବାତ୍ମା — The vital Force inside the body
- ବି — ବୃଷ — A bull
- ବି — ବେଦାନ୍ତସୂତ୍ର — A maxim of the Bedānta philosophy;
- ବି — ଶରୀର ପ୍ରତି ହେବା ଦୁଃଖ — The troubles to which the body is subject
- ବି — [ଦ୍ର—ଏହା ତିନିପ୍ରକାର, ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ]।