ଶାରୀ Ṡārī

  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — (ପୁଂ)—ଅକ୍ଷ ଗୁଟିକା; ପାଶକ; ପଶା ଖେଳର ଗୋଟି; ପାଶ କ୍ରିଡ଼ାର ବଳ — A chessman; balls of metal, wood or ivory used in the game of dice
  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — (ସ୍ତ୍ରୀ)—ମଇନା; ଶାରୀ ପକ୍ଷୀ — The myna bird; Gracula Religiosa
  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — ବୀଣା ବଜାଇବାର ଯଷ୍ଟି — A stick used in tuning the harp
  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — (+କର୍ମ ଇ) ଯୁଦ୍ଧ ସମୟରେ ହାତୀ ପିଠିରେ ପକାଯିବା ପଲାଣ — A cushion put on the back of a war elephant; the pack saddle of a war-elephant
  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — ପ୍ରତାରଣା; ଛଳ — Cheating; deception
  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — ନିନ୍ଦାବାଦ — Rebuke; censure
  • ସଂ. ବି—(ଶୃ ଧାତୁ=ବଧ କରିବା+କର୍ତ୍ତୃ. ଈ;) — ଏକ ପ୍ରକାର ଗୀତ (ହି. ଶ) — A kind of song
  • ଦେ. ବି. (ସ୍ତ୍ରୀ) — ସ୍ତ୍ରୀ ଲୋକଙ୍କ ନାନ — A name given to females