ଶାରଦ୍ୱତ Ṡāradwata

  • ଦେ. ବି (ସଂ. ସାରଦ୍ୱତ) — କୃପାଚାର୍ଯ୍ଯ — Kṛupācharj̄yā
  • ଦେ. ବି (ସଂ. ସାରଦ୍ୱତ) — (ଉ—ଅର୍ଜ୍ଜୁନ ଶରେ ପୀଡ଼ାପାଇ ଶାରଦ୍ୱତ, ପଡ଼ିଲେ ନିଜ ରଥେ ହୋଇଣ ମୂର୍ଚ୍ଛିତ—କୃଷ୍ଣସିଂହ ମହାଭାରତ ଦ୍ରୋଣ]