ଶାରଦିକ Ṡāradika

  • ସଂ. ବି (ଶରଦ୍+ଇକ) — ଶରତ୍ଋତୁରେ ହେବା ଜ୍ୱର (ହି.ଶ) — Autumnal fever
  • ସଂ. ବି (ଶରଦ୍+ଇକ) — ରୋଗ (ହି.ଶ) — Disease
  • ସଂ. ବି (ଶରଦ୍+ଇକ) — ଶ୍ରାଦ୍ଧ (ହି.ଶ) — Rice-offerings to the manes